ବ୍ୟଞ୍ଜକ ଶ୍ଳେଷ Byan̄jaka ṡḻesha
- ଦେ. ବି — ଅନୁପ୍ରାସ ଓ ବ୍ୟଞ୍ଜନାଯୁକ୍ତ ବାକ୍ୟାଳଙ୍କାର ବିଶେଷ — A figure of speech consisting of puns
- ଦେ. ବି — [ଦ୍ର—ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣିର ନିମ୍ନଲିଖିତ ପଦଗୁଡ଼ିକ ବ୍ୟଞ୍ଜକ ଶ୍ଳେଷ; ଅଟେ—ସୁରସ ନିଧିରେ ଦାସ ଆସ ବୋଲୁ ନାହୁଁ, ଦର୍ପକ ରଣରେ ଛେଦି ଦେଲି ଚାହୁଁ ଚାହୁଁ ଭାବରଧନି କିପାଇଁ ହେଉଛି ମୁଁ ଦୀନ, କୃତାର୍ଥ ପଦବୀ ଥରେ କରୁ କିନା ଦାନ।]