ବ୍ଲାଉଜ୍ Blāj

  • ବୈଦେ. ବି (ଇଂ. ବ୍ଲାଉସ୍) — ଘାଗରା; ପଛଆଡ଼େ ବୋତାମ ଦିଆ ସ୍ତ୍ରୀଲୋକମାନଙ୍କ ପରିଧେୟ ଲମ୍ବା ଜାମା — Blouse
  • ବୈଦେ. ବି (ଇଂ. ବ୍ଲାଉସ୍) — [ଦ୍ର—ଏହା ଆଗେ ସାହେବାଣୀ— ମାନେ ପିନ୍ଧୁଥିଲେ। ଆଜି କାଲି ନବ୍ୟଶିକ୍ଷିତା ଭାରତୀୟ ସ୍ତ୍ରୀମାନେ ପିନ୍ଧୁଅଛନ୍ତି।]