ବ୍ରୋଟ୍ଭର୍ Broṭ-bhar

  • ବୈଦେ. ପ୍ରାଦେ (ଗଞ୍ଜାମ) ବିଣ (ଇଂ. ବ୍ରଟ୍ ଓଭର୍) — (ଗଞ୍ଜାମର ମହାଜନମାନଙ୍କ ଖାତାରେ ଚଳିତ ଶବ୍ଦ) ଅନ୍ୟ ଖାତାରୁ ବା ଅନ୍ୟତ୍ର ଲିଖିତ ହିସାବରୁ ଅଣାଯାଇ ନୂଆ ଖାତାରେ ବା ନୂଆ ପୃଷ୍ଠାରେ ଲେଖାଯାଇ ଥିବା (ହିସାବ ବା ସଂଖ୍ୟା) — (account or figures) Brought over from some other khātā or page