ବ୍ଲଟିଙ୍ଗ୍ Blaṭiṅg
- ବୈଦେ. ବି (ଇଂ) — କାଳି ଛାପିବା କାଗଜ; ଯେଉଁ ସରନ୍ଧ୍ର କାଗଜ ଦ୍ୱାରା କାଳି ଶୋଷି ହୋଇଯାଏ; ମସୀଶୋଷଣ ପତ୍ର — Blotting
- ବୈଦେ. ବି (ଇଂ) — [ଦ୍ର—ପୂର୍ବେ ଆମ— ଦେଶରେ ବ୍ଲଟିଙ୍ଗ୍ କାଗଜ ନ ଥିଲା। ଲୋକେ ଧୂଳିଦ୍ୱାରା କିମ୍ବା ଧୂଳିର କନାପୁଡ଼ା ଦ୍ୱାରା ଶୁଖି ନ ଥିବା ଲେଖାକୁ ଶୁଖାଉଥିଲେ।]