ବ୍ରେକ୍ Brek

  • ବୈଦେ. ବି—(ଇଂ) — ମଟର ଗାଡ଼ି, ସାଇକେଲ, ରେଳ ଆଦି ଯାନମାନ ଚଳୁଥିବା ସମୟରେ ସେମନଙ୍କ ଗତିକୁ ଅଟକାଇବା ନିମନ୍ତେ ତହିଁରେ ଲାଗିଥିବା ଯନ୍ତ୍ର — Brake
  • ବୈଦେ. ବି—(ଇଂ) — ବ୍ରେକ୍ଭାନ୍ (ଦେଖ) — Brek-bhān (See)