ବ୍ରୁହାମ୍ Bruhām

  • ବୈଦେ. ବି (ଇଂ) — ଘଟାଟପ୍ ଯୁକ୍ତ ଏକ ପ୍ରକାର ଚାରିଚକିଆ ଘୋଡ଼ାଗାଡ଼ି — Brougham
  • ବୈଦେ. ବି (ଇଂ) — [ଦ୍ର—ଏହାର ଆଗର ଓ ପଛର ଘଟାଟପ୍ ଉଠାଇଲେ ଗାଡ଼ିଟି ବନ୍ଦ ହୁଏ ଓ ଖସାଇ ଦେଲେ ଗାଡ଼ି ଅନାବୃତ ହୁଏ; ଏଥିରେ କେବଳ ଜଣେ ବସି ପାରନ୍ତ ଓ ଆଗପାଖ ଆସନରେ ଗୋଟିଏ ଛୋଟ ବାକ୍ସ ବା ବାଗ୍ ରଖା ଯାଇପାରେ। ବିଲାତର ବ୍ରୁହାମ୍ ନାମକ ଜଣେ ଡାକ୍ତର ପ୍ରଥମେ ଏ ଗାଡ଼ିକୁ ବ୍ୟବହାର କରିଥିବାରୁ ତାଙ୍କ ନାମ ଅନୁସାରେ ଏ ଗାଡ଼ିର ନାମ ହୋଇଅଛି।]