ବ୍ରୁଶ୍ Bruṡ

  • ବୈଦେ. ବି (ଇଂ. ବ୍ରଶ) — ବ୍ରଶ୍; ବୁରୁସ; ଲୁଗା, କେଶ ଓ ଦାନ୍ତ ଆଦି ସଫା କରିବାର ତୁଳି — Brush
  • ବୈଦେ. ବି (ଇଂ. ବ୍ରଶ) — [ଦ୍ର—ଯେଉଁ କାର୍ଯ୍ୟରେ ଯେଉଁ ବ୍ରୁଶ୍ ବ୍ୟବହାର କରାଯାଏ ସେହି ଅନୁସାରେ ତାହାର ନାମ ଦିଆ ଯାଇଥାଏ। ଯଥା—ଲୁଗା ବ୍ରୁଶ୍, ଯୋତା ବ୍ରୁଶ୍, ଘୋଡ଼ା ବ୍ରୁଶ୍, ଘଣ୍ଟା ବ୍ରୁଶ୍, ଅଳଙ୍କାର ବ୍ରୁଶ୍ ଇତ୍ୟାଦି।]
  • ବୈଦେ. ବି (ଇଂ. ବ୍ରଶ) — ଚିତ୍ର ତୁଳିକା — Painter's brush
  • ବୈଦେ. ବି (ଇଂ. ବ୍ରଶ) — ଘୋଡ଼ାର ଦେହ ସଫା କରିବା ବ୍ରଶ୍ — Horse's brush