ବ୍ରୀଡ଼ାକର Brīṟḍ̠ākara

  • ସଂ. ବିଣ—(ବ୍ରୀଡ଼ା+କୃ ଧାତୁ+କର୍ତ୍ତୃ. ଅ) — ଲଜ୍ଜାଜନକ; ଯାହା ମନୁଷ୍ୟକୁ ଲଜ୍ଜିତ କରାଏ — Shameful; producing modesty or shame