ବ୍ରିଟିଶ୍ ଫାର୍ମ Briṭiṡ phārm
- ବୈଦେ. ବି. (ଇଂ) — ଗ୍ରେଟ୍ ବ୍ରିଟେନ୍ରେ ସ୍ଥାପିତ କୌଣସି ବାଣିଜ୍ୟ ବ୍ଯବସାୟ— ସଂଘ — A British firm or company
- ବୈଦେ. ବି. (ଇଂ) — ଯେଉଁ ବାଣିଜ୍ୟ—ସଂଘର ଅଂଶିଦାର ବା ସଭ୍ୟ କେବଳ ଗ୍ରେଟ୍ ବ୍ରିଟେନ୍— ବାସୀ ଅଟନ୍ତି — A firm or company of which the people of Great Britain only are shareholders or members