ବ୍ରିଟିଶ୍ ଫାର୍ମାକୋପିଆ Briṭiṡ mākopiā

  • ବୈଦେ. ବି. (ଇଂ) — ଗ୍ରେଟ୍ ବ୍ରିଟେନର ସାଧାରଣ ଡାକ୍ତର ସମ୍ମେଳନୀ ପକ୍ଷରୁ ପ୍ରକାଶିତ ପ୍ରକାଣ୍ଡ ଭୈଷଜ ଶାସ୍ତ୍ର — British Pharmacopoea
  • ବୈଦେ. ବି. (ଇଂ) — [ଦ୍ର—ଏଥିରେ ଉକ୍ତ ସମ୍ମେଳନୀ କର୍ତ୍ତୃକ ଅନୁମୋଦିତ ଦେଶୀୟ ଓ ବିଦେଶୀୟ ଔଷଧ ଦ୍ରବ୍ୟମାନଙ୍କର ତାଲିକା ଓ ବିଭିନ୍ନ ଔଷଧମାନଙ୍କରେ ପ୍ରସ୍ତୁତ କରିବା ପ୍ରଣାଳୀ ଲିପିବଦ୍ଧ ହୋଇଅଛି।]