ବ୍ରାହ୍ମୀ Brāhmī

  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ଦୁର୍ଗା — Goddes Durgā
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ବ୍ରହ୍ମାଙ୍କର ବିଶ୍ୱସର୍ଜନ ଶକ୍ତି — The creative energy of Brahmā (personified)
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ଶିବଙ୍କର ଅଷ୍ଟମାତୃକାନ୍ତର୍ଗତ ମାତୃକାବିଶେଷ — One of the creative Goddesses related to Ṡiba
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ସରସ୍ୱତୀ — The Goddess of learning
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ବ୍ରାହ୍ମଣ ପତ୍ନୀ — The wife of a Brāhmaṇa
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ରୋହିଣୀ ନକ୍ଷତ୍ର; ଜ୍ୟୋତିଷୋକ୍ତ 4 ର୍ଥ ନକ୍ଷତ୍ର — ରୋହିଣୀ ନକ୍ଷତ୍ର; ଜ୍ୟୋତିଷୋକ୍ତ4ର୍ଥ ନକ୍ଷତ୍ର—. The 4th asterism
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ପ୍ରାଚୀନ ବ୍ରାହ୍ମ ବିବାହ ରୀତି ଅନୁସାରେ ପିତାଙ୍କ ଦ୍ୱାରା ପ୍ରଦତ୍ତ କନ୍ଯା — A bride given away by the father according to the hold Brāhma
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ମାଈବେଙ୍ଗ; ବେଙ୍ଗୁଲି — A she-frog
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ହରିଦ୍ବର୍ଣ୍ଣର ପିପୀଲିକା ବିଶେଷ;କାଇ — A yellow species of ants; the tree ants
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ଭାର୍ଗୀ; ବ୍ରାହ୍ମଣ ଝାଟିଆ — Siphonanthus Indica (plant)
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ହିଲମୋଚିକା; ହିଡ଼ିମିଚା ଶାଗ — A potherb growing near water; Hingoha Repens
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ଈ) — ବାରାହୀ କନ୍ଦ;ଏକପ୍ରକାର ଆଳୁ — A kind of yam