ବ୍ରାହ୍ମଣ୍ୟ Brāhmaṇya

  • ସଂ. ବି. (ବ୍ରାହ୍ମଣ+ସମୂହାର୍ଥେ. ଯ) — ସମବେତ ବ୍ରାହ୍ମଣ ଗଣ — An assembly of Brāhmaṇas
  • ସଂ. ବି. (ବ୍ରାହ୍ମଣ+ସମୂହାର୍ଥେ. ଯ) — (+ ଭାବ. ଯ) ବ୍ରାହ୍ମଣତ୍ୱ — Brāhmaṇa-hood
  • ସଂ. ବି. (ବ୍ରାହ୍ମଣ+ସମୂହାର୍ଥେ. ଯ) — ଶନି ଗ୍ରହ — The planet saturn
  • ସଂ. ବି. (ବ୍ରାହ୍ମଣ+ସମୂହାର୍ଥେ. ଯ) — [ଦ୍ର—ଏହି ଗ୍ରହ ଶୂଦ୍ରମାନଙ୍କର କଣ୍ଟକ ଓ ବ୍ରାହ୍ମଣମାନଙ୍କର ମିତ୍ର ଗ୍ରହ ଅଟନ୍ତି।]