ବ୍ରାହ୍ମଣତା Brāhmaṇata

  • ସଂ. ବି (ବ୍ରାହ୍ମଣ+ଭାବ. ତା, ତ୍ୱ) — ବ୍ରହ୍ମତ୍ୱ; ବ୍ରାହ୍ମଣର ଶାସ୍ତ୍ରବିହିତ କ୍ରିୟା ପାଳନ କରିବାର ଅବସ୍ଥା — Brahminhood; the state of being a Brāhmaṇa not in name only but in conduct