ବ୍ରାହ୍ମଣ ବୈଷ୍ଣବ କରିବା Brāhmaṇa ba̲i̱shṇaba karibā

  • ଦେ. କ୍ରି — ବ୍ରାହ୍ମଣଙ୍କୁ ଓ ବୈଷ୍ଣବଙ୍କୁ ଦାନ ଭୋଜନାଦିଦ୍ୱାରା ସତ୍କାର କରିବା — To entertain Brāhmaṇas and Ba̲i̱shṇabas with food and gifts