ବ୍ରାହ୍ମଣ ଝାଟି Brāhmaṇa jhāṭi
- ଦେ. ବି — ଘଣ୍ଟାକର୍ଣ୍ଣାଦିବର୍ଗର ଦୀର୍ଘାୟୁଃ ଦୀର୍ଘ ଯଷ୍ଟି ସଦୃଶ କ୍ଷୁପବିଶେଷ — Clerodendron, Siphonanthus Indica
- ଦେ. ବି — [ଦ୍ର—ଏହାର ପତ୍ର ଲମ୍ବ। 4\5 ଗୋଟି ପତ୍ର ଯଷ୍ଟିକୁ ବେଷ୍ଟନ କରିଥାଏ। ଏହାର ଫୁଲ ଧଳା ଓ 4\5 ଆଙ୍ଗୁଳ ଲମ୍ବ। ଖରା ଦିନରେ ଫୁଲ ଫୁଟେ। ଫଳ ହେଲା ବେଳେ ଜ୍ୱଳନ୍ତ ଅଙ୍ଗାର ବର୍ଣ୍ଣ ଦେଖାଯାଏ ବୋଲି ଏହାର ସଂସ୍କୃତ ନାମ ଅଙ୍ଗାରବଲ୍ଲୀ। ବୈଦ୍ୟକ ମତରେ ଏହା ରୁକ୍ଷ, କଟୁ ତିକ୍ତ କଷାୟ, ରୁଚିକର, ଉଷ୍ଣ ବୀର୍ଯ୍ଯ, ପାଚକ, ଲଘୁ ଓ ଅଗ୍ନିଦୀପକ। ଏହା ରକ୍ତ ଗୁଳ୍ମ, ଶୋଥ, କାଶ, କଫ, ଶ୍ୱାସ, ପୀନସ, ଜ୍ୱର ଓ ବାୟୁନାଶକ।] — [ଦ୍ର—ଏହାର ପତ୍ର ଲମ୍ବ4\5ଗୋଟି ପତ୍ର ଯଷ୍ଟିକୁ ବେଷ୍ଟନ କରିଥାଏ ଏହାର ଫୁଲ ଧଳା ଓ4\5ଆଙ୍ଗୁଳ ଲମ୍ବ ଖରା ଦିନରେ ଫୁଲ ଫୁଟେ ଫଳ ହେଲା ବେଳେ ଜ୍ୱଳନ୍ତ ଅଙ୍ଗାର ବର୍ଣ୍ଣ ଦେଖାଯାଏ ବୋଲି ଏହାର ସଂସ୍କୃତ ନାମ ଅଙ୍ଗାରବଲ୍ଲୀ ବୈଦ୍ୟକ ମତରେ ଏହା ରୁକ୍ଷ, କଟୁ ତିକ୍ତ କଷାୟ, ରୁଚିକର, ଉଷ୍ଣ ବୀର୍ଯ୍ଯ, ପାଚକ, ଲଘୁ ଓ ଅଗ୍ନିଦୀପକ ଏହା ରକ୍ତ ଗୁଳ୍ମ, ଶୋଥ, କାଶ, କଫ, ଶ୍ୱାସ, ପୀନସ, ଜ୍ୱର ଓ ବାୟୁନାଶକ]