ବ୍ରାହ୍ମ ସଂହିତା Brahma saṁhitrā
- ସଂ. ବି (ଜ୍ୟୋତିଷ) — ପ୍ରାଚୀନ ଜ୍ୟୋତିଷ ଗ୍ରନ୍ଥ ବିଶେଷ — Name of an ancient Hindu astrological treatise
- ସଂ. ବି (ଜ୍ୟୋତିଷ) — [ଦ୍ର—ଏହା ଖ୍ରୀଷ୍ଟପୂର୍ବ 13 ଶ ଶତାବ୍ଦୀରେ ବେଦାଙ୍ଗ ଜ୍ୟୋତିଷକୁ ଅବଲମ୍ବନ କରି ରଚିତ ହୋଇଥିଲା।] — [ଦ୍ର—ଏହା ଖ୍ରୀଷ୍ଟପୂର୍ବ13ଶ ଶତାବ୍ଦୀରେ ବେଦାଙ୍ଗ ଜ୍ୟୋତିଷକୁ ଅବଲମ୍ବନ କରି ରଚିତ ହୋଇଥିଲା]