ବ୍ରାକେଟ୍ Brākeṭ
- ବୈଦେ. ବି (ଇଂ.) — ଲେଖାରେ ବ୍ୟବହୃତ ବନ୍ଧନୀ ଚିହ୍ନ — Bracket
- ବୈଦେ. ବି (ଇଂ.) — (ସଂ. ନାମ ସାଲାର—ଯୋଗେଶ୍ଚନ୍ଦ୍ର)—କାନ୍ଥରେ ଲୁଗା ଟାଙ୍ଗିବା ଉପଯୋଗୀ କାଠର ଏକାଧିକ ମେଖଯୁକ୍ତ ପଟା — A bracket for hanging clothes
- ବୈଦେ. ବି (ଇଂ.) — ପରୀକ୍ଷା ଦେଇଥିବା ଦୁଇ ଜଣ ଛାତ୍ର ପରୀକ୍ଷାରେ ସମାନ ନମ୍ବର ପାଇଥିବା ଅବସ୍ଥା — The state of 2 examinees securing equel marks in an examination and being thus bracketed