ବ୍ରହ୍ମା Brahmā
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ସ୍ତୁତି — Hymn; prayer
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ସ୍ତୋତା; ସ୍ତୁତିକାରୀ — A man who prays
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — କବି — A poet
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ବ୍ରାହ୍ମଣ; ବିପ୍ର — Brāhmaṇa
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ଋତ୍ୱିକ୍; ପୁରୋହିତ — Priest
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ବୈଦିକ ଅନୁଷ୍ଠାନର ପ୍ରଧାନ ପୁରୋହିତ — The chief priest presiding at a Vedic rite
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — କୁଳପୁରୋହିତ — One's family priest
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ବ୍ରହ୍ମହୃଦୟ; ଉତ୍ତରାକାଶସ୍ଥ ନକ୍ଷତ୍ରବିଶେଷ (ନକ୍ଷତ୍ରତଳେ 35 ପରିଚୟ ଦେଖ) — ବ୍ରହ୍ମହୃଦୟ; ଉତ୍ତରାକାଶସ୍ଥ ନକ୍ଷତ୍ରବିଶେଷ (ନକ୍ଷତ୍ରତଳେ35ପରିଚୟ ଦେଖ)— . Name of star; Capplle
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ହିନ୍ଦୁ; ଶାସ୍ତ୍ରୋକ୍ତ ବ୍ରହ୍ମଙ୍କର 3 ସଗୁଣ ରୂପ ମଧ୍ୟରୁ ଏକତମ; ସୃଷ୍ଟିକର୍ତ୍ତା; ବିଧାତା; ପ୍ରଜାପତି — ହିନ୍ଦୁ; ଶାସ୍ତ୍ରୋକ୍ତ ବ୍ରହ୍ମଙ୍କର3ସଗୁଣ ରୂପ ମଧ୍ୟରୁ ଏକତମ; ସୃଷ୍ଟିକର୍ତ୍ତା; ବିଧାତା; ପ୍ରଜାପତି—. The Creator of the Universe (according to the Hindus)
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — [ଦ୍ର—ବ୍ରହ୍ମା ସୃଷ୍ଟି କରନ୍ତି; ବିଷ୍ଣୁ ପାଳନ କରନ୍ତି ଓ ଶିବ ସଂହାର କରନ୍ତି।—ମନୁସ୍ମୃତି ଅନୁସାରେ ସ୍ୱୟଂଭୂ ଭଗବାନ୍ ପ୍ରଥମେ ଜଳକୁ ସୃଷ୍ଟିକରି ତହିଁରେ ବୀଜ ବୁଣିଲେ, ସେଥିରୁ ଗୋଟିଏ ଜ୍ୟୋତିର୍ମୟ ଅଣ୍ଡ ବାହାରିଲା; ସେହି ଅଣ୍ଡ ମଧ୍ୟରୁ ବ୍ରହ୍ମା ବାହାରିଲେ। ଭାଗବତ ଆଦି ପୁରାଣରେ ଅଛି ଯେ ଭଗବାନ୍ ବିଷ୍ଣୁ ପ୍ରଥମେ ମହତ୍ତତ୍ୱ, ଅହଙ୍କାର ଓ ପଞ୍ଚ ତନ୍ମାତ୍ର ଦ୍ୱାରା ଏକାଦଶ ଇନ୍ଦ୍ରିୟ ଓ ପଞ୍ଚ ମହାଭୂତ, ଏହି 16 କଳାରୁ ସଂଗୃହୀତ ବିରାଟ ରୂପ ଧାରଣ କଲେ। ବିଷ୍ଣୁ ଯେତେବେଳେ ଯୋଗନିଦ୍ରାରେ ଶୋଇଥିଲେ ତାଙ୍କ ନାଭିରୁ ଗୋଟିଏ ନାଡ଼ଲଗା ପଦ୍ମ ଫୁଟିଲା ଓ ସେହି ପଦ୍ମ ମଧ୍ୟରୁ ବ୍ରହ୍ମା ଜନ୍ମିଲେ। ବ୍ରହ୍ମାଙ୍କର ଅନ୍ୟ ନାମ ଧାତା, ବିଧାତା, ପ୍ରଜାପତି, ବେଧାଃ, ପିତାମହ, ପରମେଷ୍ଟି ପଦ୍ମଯୋନି, ବିଧି, ବିଶ୍ୱସୃକ୍ ବ୍ରହ୍ମାଙ୍କର ଦଶଜଣ ମାନସପୁତ୍ର ମରୀଚ, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ପ୍ରଚେତା ବଶିଷ୍ଠ, ଭୃଗୁ ଓ ନାରଦ। ପୁରାଣ ମାନଙ୍କରେ ବ୍ରହ୍ମାଙ୍କୁ ବେଦମାନଙ୍କର ପ୍ରକଟୟିତା ବୋଲାଯାଇ ଅଛି। ବ୍ରହ୍ମା ମନୁଷ୍ୟର ଜନ୍ମ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ନିର୍ଣ୍ଣୟ କରନ୍ତି—ହି. ଶ) — [ଦ୍ର—ବ୍ରହ୍ମା ସୃଷ୍ଟି କରନ୍ତି; ବିଷ୍ଣୁ ପାଳନ କରନ୍ତି ଓ ଶିବ ସଂହାର କରନ୍ତି—ମନୁସ୍ମୃତି ଅନୁସାରେ ସ୍ୱୟଂଭୂ ଭଗବାନ୍ ପ୍ରଥମେ ଜଳକୁ ସୃଷ୍ଟିକରି ତହିଁରେ ବୀଜ ବୁଣିଲେ, ସେଥିରୁ ଗୋଟିଏ ଜ୍ୟୋତିର୍ମୟ ଅଣ୍ଡ ବାହାରିଲା; ସେହି ଅଣ୍ଡ ମଧ୍ୟରୁ ବ୍ରହ୍ମା ବାହାରିଲେ ଭାଗବତ ଆଦି ପୁରାଣରେ ଅଛି ଯେ ଭଗବାନ୍ ବିଷ୍ଣୁ ପ୍ରଥମେ ମହତ୍ତତ୍ୱ, ଅହଙ୍କାର ଓ ପଞ୍ଚ ତନ୍ମାତ୍ର ଦ୍ୱାରା ଏକାଦଶ ଇନ୍ଦ୍ରିୟ ଓ ପଞ୍ଚ ମହାଭୂତ, ଏହି16କଳାରୁ ସଂଗୃହୀତ ବିରାଟ ରୂପ ଧାରଣ କଲେ ବିଷ୍ଣୁ ଯେତେବେଳେ ଯୋଗନିଦ୍ରାରେ ଶୋଇଥିଲେ ତାଙ୍କ ନାଭିରୁ ଗୋଟିଏ ନାଡ଼ଲଗା ପଦ୍ମ ଫୁଟିଲା ଓ ସେହି ପଦ୍ମ ମଧ୍ୟରୁ ବ୍ରହ୍ମା ଜନ୍ମିଲେ ବ୍ରହ୍ମାଙ୍କର ଅନ୍ୟ ନାମ ଧାତା, ବିଧାତା, ପ୍ରଜାପତି, ବେଧାଃ, ପିତାମହ, ପରମେଷ୍ଟି ପଦ୍ମଯୋନି, ବିଧି, ବିଶ୍ୱସୃକ୍ ବ୍ରହ୍ମାଙ୍କର ଦଶଜଣ ମାନସପୁତ୍ର ମରୀଚ, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ପ୍ରଚେତା ବଶିଷ୍ଠ, ଭୃଗୁ ଓ ନାରଦ ପୁରାଣ ମାନଙ୍କରେ ବ୍ରହ୍ମାଙ୍କୁ ବେଦମାନଙ୍କର ପ୍ରକଟୟିତା ବୋଲାଯାଇ ଅଛି ବ୍ରହ୍ମା ମନୁଷ୍ୟର ଜନ୍ମ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ନିର୍ଣ୍ଣୟ କରନ୍ତି—ହି. ଶ)
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ବେଦବକ୍ତା — The recitor of the Bedas
- ସଂ. ବି. ପୁଂ—(ବ୍ରହ୍ମନ୍ ଶବ୍ଦ; 1 ମା. 1 ବ) ଏହା ବେଦରେ ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି) — ଅର୍ହତ୍ ବିଶେଷ; ଜୈନ ଉପାସକବିଶେଷ — A class of Ja̲i̱na saints