ବ୍ରହ୍ମସୂ Brahmasū

  • ସଂ. ବି (ବ୍ରହ୍ମ+ସୂ ଧାତୁ = ପ୍ରସବ କରିବା+କର୍ତ୍ତୃ. କ୍ୱିପ୍) — କନ୍ଦର୍ପ — Cupid; the God of love
  • ସଂ. ବି (ବ୍ରହ୍ମ+ସୂ ଧାତୁ = ପ୍ରସବ କରିବା+କର୍ତ୍ତୃ. କ୍ୱିପ୍) — (ଉ— ବ୍ରହ୍ମସୂ ଜିତ ସୁନ୍ଦର ପରଂବ୍ରହ୍ମ ବ୍ରହ୍ମଶର, ପ୍ରୟୋଗ ଏ ସମୟରେ ଉର ଉପର। ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି (ବ୍ରହ୍ମ+ସୂ ଧାତୁ = ପ୍ରସବ କରିବା+କର୍ତ୍ତୃ. କ୍ୱିପ୍) — ଅନିରୁଦ୍ଧ — Anirudhha
  • ସଂ. ବି (ବ୍ରହ୍ମ+ସୂ ଧାତୁ = ପ୍ରସବ କରିବା+କର୍ତ୍ତୃ. କ୍ୱିପ୍) — ବିଷ୍ଣୁଙ୍କର ମୂର୍ତ୍ତି ବିଶେଷ — Name of an image of Bishṇu