ବ୍ରହ୍ମା କୁଣ୍ଡ Brahmā kuṇda

  • ଦେ. ବି — ଯାଜପୁରରେ ଥିବା ଯଜ୍ଞ କୁଣ୍ଡ — Name of a sacrificial pit in j̄ajpur
  • ଦେ. ବି — [ଦ୍ର—ଯାଜପୁରରେ ବ୍ରହ୍ମା ଯେଉଁଠାରେ ଯଜ୍ଞ କରିବା ପାଇଁ କୁଣ୍ଡ ଖୋଳାଇଥିଲେ ସେଥିରୁ ବିରଜା ଦେବୀ ବାହାରିଥିଲେ । ନୀଳମଣି ବିରଜା ସ୍ତୁତି।]