ବ୍ରହ୍ମାୟୁଷ Brahmāyusha

  • ଦେ. ବି (ସଂ. ବ୍ରହ୍ମାୟୁଃ) — ବ୍ରହ୍ମାଙ୍କର ପରମାୟୁ; ଅନନ୍ତକାଳ — The lifetime or the age of a Brahmā; an indefinitely long period
  • ଦେ. ବି (ସଂ. ବ୍ରହ୍ମାୟୁଃ) — (ଉ—ବ୍ରହ୍ମାୟୁଷ। ବିହରିଲା ନର ନିଃଶ୍ୱାସକେ। ଭଞ୍ଜ. ବୈଦେହୀଶବିଳାସ।)