ବ୍ରହ୍ମାୟଣୀ Brahmāyaṇī
- ଗ୍ରା. ବି. (ସଂ. ବ୍ରାହ୍ମଣୀ) — ବ୍ରହ୍ମାଙ୍କ ସ୍ତ୍ରୀ; ସାବିତ୍ରୀ — The wife of Brahmā
- ଗ୍ରା. ବି. (ସଂ. ବ୍ରାହ୍ମଣୀ) — ବ୍ରହ୍ମାଙ୍କ ଶକ୍ତି — The creative energy of Brahmā
- ଗ୍ରା. ବି. (ସଂ. ବ୍ରାହ୍ମଣୀ) — ଅଷ୍ଟାଦଶ ଯୋଗିନୀ (ଦେବୀ)ଙ୍କ ମଧ୍ୟରୁ ଜଣେ — One of the 18 popular Goddesses