ବ୍ରହ୍ମାବର୍ତ୍ତ Brahmābartta

  • ସଂ. ବି — କୁରୁକ୍ଷେତ୍ର ନିକଟସ୍ଥ ଦୃଶବ୍ଦତୀ ଓ ସରସ୍ୱତୀ ନଦୀର ମଧ୍ୟବର୍ତ୍ତୀ ପ୍ରାଚୀନ ଦେଶ — Name of a holy place in. N.W. India
  • ସଂ. ବି — [ଦ୍ର—ମନୁରେ ଏହି ଅଞ୍ଚଳର ପରମ୍ପରାଗତ ଆଚାରକୁ ସବୁଠାରୁ ଶ୍ରେଷ୍ଠ ସଦାଚାର ବୋଲି ବୋଲା ଯାଇଅଛି।]