ବ୍ରହ୍ମାଣୀ Brahmāṇī

  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ବ୍ରହ୍ମାଙ୍କ ପତ୍ନୀ — The wife of Brahmā
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ବ୍ରହ୍ମାଙ୍କର ସୃଷ୍ଟିଶକ୍ତି — The creative energy of Brahmā (personified)
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ଦେବୀ ବିଶେଷ — Name of a Goddess
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ବ୍ରାହ୍ମଣୀ — A female Brahmaṇa
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ରେଣୁକା ନାମକ ଗନ୍ଧ ଦ୍ରବ୍ୟ — A medicinal scent
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ଏକ ପ୍ରକାର କଂସା — A kind if bell-metal
  • ସଂ. ବି. ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ) — ସରସ୍ୱତୀ (ହି. ଶ) — Goddess Saraswatī