ବ୍ରହ୍ମଶାସନ Brahma ṡāsana
- ସଂ. ବି ( 6 ଷ୍ଠୀ ତତ୍) — ବେଦର ବା ସ୍ମୃତିର ଆଦେଶ (ହି. ଶ) — The injunctions laid down in the scriptures
- ସଂ. ବି ( 6 ଷ୍ଠୀ ତତ୍) — ରାଜାଙ୍କ ଦ୍ୱାରା ବ୍ରାହ୍ମଣଙ୍କୁ ପ୍ରଦତ୍ତ ଗ୍ରାମ (ହି. ଶ) — A village given free by a king to Brāhmaṇas to live in