ବ୍ରହ୍ମର୍ଷି Brahmarsi
- ସଂ. ବି (ବହ୍ମନ୍+ଋଷି) — ବଶିଷ୍ଠାଦି ମୁନିଗଣ — A class of saints
- ସଂ. ବି (ବହ୍ମନ୍+ଋଷି) — ବ୍ରାହ୍ମଣ ଋଷି — A Brahmaṇa who has become a sage
- ସଂ. ବି (ବହ୍ମନ୍+ଋଷି) — ବଶିଷ୍ଠ, କଶ୍ୟପ, ଅଙ୍ଗିରା, ଅତ୍ରି ଓ ଭୃଗୁ ଏହି ପଞ୍ଚ ପ୍ରଜାପତିଙ୍କ ବଂଶଧର ମୁନିଗଣ — Sages descended from Baṡisṭha and other 4 sages
- ସଂ. ବି (ବହ୍ମନ୍+ଋଷି) — [ଦ୍ର—ବ୍ରହ୍ମର୍ଷି ବଶିଷ୍ଠାଦି ଓ ସେମାନଙ୍କ ବଂଶଧରମାନେ। ଦେବର୍ଷି—ଧର୍ମଙ୍କ ପୁତ୍ର ନର, ନାରାୟଣ, କ୍ରତୁଙ୍କ ପୁତ୍ର ବାଳଖିଲ୍ୟ ପୁଲହଙ୍କ ପୁତ୍ର କର୍ଦ୍ଦମ, ପୁଲସ୍ତ୍ୟ ପୁତ୍ର କୁବେର ପ୍ରତ୍ୟୁଷ ପୁତ୍ର ଅଚଳ କାଶ୍ୟପ ପୁତ୍ର ନାରଦ ଓ ପର୍ବତ। ରାଜର୍ଷି—ଇକ୍ଷ୍ୱାକୁ, ନଳ ଜନକ, ବିଶ୍ୱମିତ୍ର। ଦେହ ତ୍ୟାଗପରେ ବ୍ରହ୍ମର୍ଷିମାନେ ବ୍ରହ୍ମଲୋକରେ, ଦେବର୍ଷିମାନେ ଦେବଲୋକରେ ଓ ରାଜର୍ଷିମାନେ ଇନ୍ଦ୍ରଲୋକରେ ବାସ କରନ୍ତି।]