ବ୍ରହ୍ମଭୋଜ Brahmabhoja

  • ସଂ. ବି — ବ୍ରାହ୍ମଣଭୋଜନ (ହି. ଶ.); ବ୍ରାହ୍ମଣମାନଙ୍କୁ ମିଷ୍ଟାନ ଖୁଆଇବାରୂପ ପୁଣ୍ଯ କର୍ମ — The feeding of Brāhmaṇas (considered meritorious.)