ବ୍ରହ୍ମଭୂତ Brahmabhūta

  • ସଂ. ବିଣ — ବ୍ରହ୍ମଙ୍କଠାରେ ଲୀନ; ସାଯୁଜ୍ୟପ୍ରାପ୍ତ — Become one or merged in the Supreme Being
  • ବି — ବ୍ରହ୍ମଙ୍କଠାରେ ଲୀନ ହେବାର ଅବସ୍ଥା — The state of being merged in the Supreme Soul