ବ୍ରହ୍ମବିଦ୍ Brahmabid

  • ସଂ. ବିଣ. (ବ୍ରହ୍ମନ୍+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବ୍ରହ୍ମଜ୍ଞ (ଦେଖ) — Brahmajña (See)
  • ବି — ବିଷ୍ଣୁ — Bishṇu
  • ବି — ବ୍ରାହ୍ମଣ — A Brāhmaṇa