ବ୍ରହ୍ମବାଦୀ Brahmabādī

  • ସଂ. ବିଣ. ଓ ବି. ପୁଂ—(ବ୍ରହ୍ମ+ବଦ୍ ଧାତୁ=କହିବା+କର୍ତ୍ତୃ. ଇନ୍) — ବେଦାନ୍ତବାଦୀ — A vedantist; pantheistic
  • ସଂ. ବିଣ. ଓ ବି. ପୁଂ—(ବ୍ରହ୍ମ+ବଦ୍ ଧାତୁ=କହିବା+କର୍ତ୍ତୃ. ଇନ୍) — ବେଦଜ୍ଞ; ବେଦାଧ୍ୟାୟୀ — A reader of the Bedas; versed in the Bedas