ବ୍ରହ୍ମବଡ୍ୟ Brahmabadya

  • ସଂ. ବି.—(ବ୍ରହ୍ମ+ବଦ୍ ଧାତୁ+ଭାବ. ଯ) — ବ୍ରହ୍ମ— ଜ୍ଞାନ — Spiritual knowledge
  • ସଂ. ବି.—(ବ୍ରହ୍ମ+ବଦ୍ ଧାତୁ+ଭାବ. ଯ) — ବ୍ରହ୍ମବାକ୍ୟ — Metaphysical discourse
  • ସଂ. ବି.—(ବ୍ରହ୍ମ+ବଦ୍ ଧାତୁ+ଭାବ. ଯ) — ବ୍ରହ୍ମାଙ୍କ ମୁଖନିର୍ଗତ ବାକ୍ୟ — Words spoken by Brahmā
  • ସଂ. ବି.—(ବ୍ରହ୍ମ+ବଦ୍ ଧାତୁ+ଭାବ. ଯ) — ବୈଦାନ୍ତିକ ମତବିଶେଷ (ଈଶ୍ୱର ସର୍ବବ୍ୟାପୀ ଓ ସର୍ବତ୍ର ବିରାଜିତ ଏହି ମତ) — The vedantic theory of the omnipresence of God
  • ବିଣ.—(ବ୍ରହ୍ମ=ବ୍ରହ୍ମା+ବଦ୍ ଧାତୁ=କହିବା+କର୍ମ. ଯ) — ବ୍ରହ୍ମୋକ୍ତ — Said by Brahmā