ବ୍ରହ୍ମପୁର Brahmapura

  • ଦେ. ବି — ଦେଉଳ; ଦେବ ମନ୍ଦିର — Temple
  • ଦେ. ବି — [ଉ—ଜଗତୀ ଘର ରତ୍ନ ମନ୍ଦିର ବ୍ରହ୍ମପୁର ଗଲା ଝଡ଼ି। ଭୀମଭୋଇ ଭଜନ।]
  • ଦେ. ବି — ଗଞ୍ଜାମର ଗୋଟିଏ ବଡ଼ ନଗର — Name of a big town in the Ganjam district
  • ଦେ. ବି — [ଦ୍ର—ଏହା ନୂତନ ଓଡ଼ିଶା ଭୁକ୍ତ ଗଞ୍ଜାମ ଜିଲ୍ଲାର ଅଂଶ ସହିତ ଓଡ଼ିଶା ପ୍ରଦେଶକୁ ଆସୁଅଛି।]
  • ସଂ. ବି — ବ୍ରହ୍ମ— ଲୋକ (ଦେଖ) — Brahmaloka (See)
  • ସଂ. ବି — ହୃଦୟ (ହି. ଶ) — The heart