ବ୍ରହ୍ମଦ Brahmada

  • ସଂ. ବି (ବ୍ରହ୍ମ=ବେଦ+ଦା ଧାତୁ+କର୍ତ୍ତୃ. ଅ) — ବେଦଗୁରୁ; ବେଦାଧ୍ୟାପକ — A preceptor of the Bedas
  • ସଂ. ବି (ବ୍ରହ୍ମ=ବେଦ+ଦା ଧାତୁ+କର୍ତ୍ତୃ. ଅ) — ଦୀକ୍ଷା ଗୁରୁ — One's spiritual preceptor