ବ୍ରହ୍ମତ୍ୱ Brahmatṭwa
- ସଂ. ବି (ବ୍ରହ୍ମନ୍+ଭାବ. ତ୍ୱ) — ବ୍ରହ୍ମ ସାଯୁଜ୍ୟ; ପରଂ ବ୍ରହ୍ମଠାରେ ଲୀନ ହେବାର ଅବସ୍ଥା; ମୋକ୍ଷ — Final beatitude of the soul
- ସଂ. ବି (ବ୍ରହ୍ମନ୍+ଭାବ. ତ୍ୱ) — ଯଜ୍ଞ ହୋମ ଆଦିରେ ବୃତ ଋତ୍ୱିକ୍ (ବ୍ରହ୍ମା) ହେବାର ଅବସ୍ଥା — The state of being invoked or selected as a Brahmā (chief priest) in a vedic ritual
- ଦେ. ବି — ବ୍ରାହ୍ମଣର କ୍ରିୟା; ବ୍ରାହ୍ମଣ ପଣିଆ — The condition of being a Brāhmaṇa; the performance of the duties of a Brāhmaṇa