ବ୍ରହ୍ମତ୍ର Brahmatra

  • ସଂ. ବିଣ. (ବ୍ରହ୍ମନ୍=ତ୍ରୈ ଧାତୁ+ରକ୍ଷା କରିବା+ କର୍ତ୍ତୃ. ଅ) — ବ୍ରାହ୍ମଣର ପୋଷଣାର୍ଥେ ଦତ୍ତ (ବୃତ୍ତି) — Given to a Brāhmaṇa for his maintenance
  • ସଂ. ବି — ବ୍ରହ୍ମତ୍ତର (ଦେଖ) — Brahmattara (See)