ବ୍ରହ୍ମଣ୍ୟ Brahmaṇya

  • ସଂ. ବିଣ. (ବ୍ରହ୍ମନ୍+ସମ୍ବନ୍ଧାର୍ଥେ ଯ) — ବ୍ରହ୍ମ ସମ୍ବନ୍ଧୀୟ — Relating to Brahma
  • ସଂ. ବିଣ. (ବ୍ରହ୍ମନ୍+ସମ୍ବନ୍ଧାର୍ଥେ ଯ) — ବ୍ରାହ୍ମଣ ସମ୍ବନ୍ଧୀୟ — Relating to Brāhmaṇa; brahminic
  • ସଂ. ବିଣ. (ବ୍ରହ୍ମନ୍+ସମ୍ବନ୍ଧାର୍ଥେ ଯ) — ବ୍ରାହ୍ମଣ ଭକ୍ତ ବା ବ୍ରାହ୍ମଣ ସେବକ; ବ୍ରାହ୍ମଣ ପାଳକ; ବ୍ରାହ୍ମଣ ନିଷ୍ଠ — Loving or protecting the Brāhmaṇas; devoted to the service of Brāhmaṇas
  • ବି — ନାରାୟଣ; ବିଷ୍ଣୁ — Bishṇu
  • ବି — ବ୍ରହ୍ମତେଜଃ — The Spirit or Spark of Divinity; the God- head
  • ବି — ଶନି ଗ୍ରହ — The planet saturn
  • ବି — [ଦ୍ର—ଏ ଗ୍ରହ ଶୂଦ୍ରମାନଙ୍କର କଣ୍ଟକ ଓ ବ୍ରାହ୍ମଣଙ୍କର ମିତ୍ର ଅଟନ୍ତି।]
  • ବି — ବ୍ରହ୍ମଦାରୁ ଗଛ; ତୁଁତ ଗଛ — The mulberry tree; Morus Indica
  • ବି — ମୁଞ୍ଜତୃଣ — A sort of fibrous grass from which the girdle of a Brahmachārī is made; Saccharum Munja
  • ବି — (+ଭାବ. ତ) ବ୍ରହ୍ମତ୍ୱ — The state of being a Brāhmaṇa