ବ୍ରହ୍ମଜ୍ଞ Brahmajn̄a
- ସଂ. ବିଣ. ପୁଂ (ବ୍ରହ୍ମନ୍+ଜ୍ଞା ଧାତୁ+କର୍ତ୍ତୃ. ଅ) — ପରମାତ୍ମାତତ୍ତ୍ୱଜ୍ଞ — Knowing the truths regarding the Supreme Being
- ସଂ. ବିଣ. ପୁଂ (ବ୍ରହ୍ମନ୍+ଜ୍ଞା ଧାତୁ+କର୍ତ୍ତୃ. ଅ) — ବେଦଜ୍ଞ — Versed in the Bedas
- ସଂ. ବିଣ. ପୁଂ (ବ୍ରହ୍ମନ୍+ଜ୍ଞା ଧାତୁ+କର୍ତ୍ତୃ. ଅ) — ଅଦ୍ୱୈତବାଦୀ — Holding the doctrine that there is only one God; Pantheistic
- ବି — ଋଷି — A sage
- ବି — ବ୍ରହ୍ମକୁ ଚିହ୍ନିଥିବା ବ୍ୟକ୍ତି; ଯୋଗସାଧକ ବ୍ୟକ୍ତି — A person who practises J̄oga