ବ୍ରହ୍ମଜୀବୀ Brahmajībi

  • ସଂ. ବି (ବ୍ରହ୍ମନ୍=ବେଦ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ୍; 1 ମା. 1 ବ) — ବୈଦିକ କ୍ରିୟାକର୍ମ କରି ଯେ ପେଟ ପୋଷେ; ପୁରୋହିତ — One who earns his living by performing vedic rites; a professional priest
  • ସଂ. ବି (ବ୍ରହ୍ମନ୍=ବେଦ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ୍; 1 ମା. 1 ବ) — ପାରିଶ୍ରମିକ ଗ୍ରହଣ କରି ଯେ ବେଦ ପଢ଼ାଏ — A professional teacher of the Bedas
  • ସଂ. ବି (ବ୍ରହ୍ମନ୍=ବେଦ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ୍; 1 ମା. 1 ବ) — ହୀନ ବ୍ରାହ୍ମଣ; ଅପବିତ୍ର ବ୍ରାହ୍ମଣ — An inferior or impure Brāhmaṇa