ବ୍ରହ୍ମଜାର Brahmajāra

  • ସଂ. ବି — ବ୍ରାହ୍ମଣୀର ଉପପତି (ହି. ଶ) — The paramour of a Brāhmaṇi woman
  • ସଂ. ବି — (ଏ ବଶିଷ୍ଠଙ୍କ ପତ୍ନୀଙ୍କ ସତୀତ୍ୱ ହରଣ କରିଥିବାରୁ) ଇନ୍ଦ୍ର — Indra