ବ୍ରହ୍ମ ରେଖ Brahma rekha

  • ସଂ. ବି ( 6 ଷ୍ଠୀ ତତ୍) — ଜୀବର ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ଜୀବନର ଅବଶ୍ୟଂଭାବୀ ଘଟଣାମାନ, ଯାହାକୁ ଜନ୍ମ ହେବାମାତ୍ରେ ବ୍ରହ୍ମା ତା କପାଳରେ ଲେଖି ଦେଇ ଯାଆନ୍ତି (ହି. ଶ); କପାଳ ଲେଖନ — The supposed decree which is written on every animals brow by Brahmā just after his birth