ବ୍ରହ୍ମ ରାକ୍ଷସ Brahma rākshasa
- ସଂ. ବି — ବ୍ରହ୍ମ ଦୈତ୍ୟ (ଦେଖ) — Brahma da̲i̱tya (See)
- ସଂ. ବି — [ଦ୍ର—ମନୁଙ୍କ ମତରେ ଯେଉଁ ବ୍ରାହ୍ମଣ ପତିତ ବ୍ୟକ୍ତିର ସହବାସ, ପରସ୍ତ୍ରୀଗମନ, ବ୍ରହ୍ମସ୍ୱହରଣ କରିଥାଏ, ମୃତ୍ୟୁ ପରେ ସେ ବ୍ରହ୍ମରାକ୍ଷସତ୍ୱ ପ୍ରାପ୍ତ ହୁଏ। ଲୋକ ବିଶ୍ୱାସ ଏହିକି ବ୍ରାହ୍ମଣ ବିବାହ ନ କରି ମଲେ ବ୍ରାହ୍ମରାକ୍ଷସ ହୁଏ।]
- ସଂ. ବି — ଶିବଙ୍କ ଗଣବିଶେଷ — A class of attendants of Ṡiba