ବ୍ରହ୍ମ ରନ୍ଧ୍ର Brahma randhra
- ସଂ. ବି — ବ୍ରହ୍ମତାଳୁ (ଦେଖ) — Brahma tāḻu (See)
- ସଂ. ବି — ବ୍ରହ୍ମ ତାଳୁରେ ଯେଉଁ କଳ୍ପିତ ଅତି ସୂଷ୍ମଛିଦ୍ର ବାଟେ ଯୋଗସାଧକମାନଙ୍କ ପ୍ରାଣବାୟୁ ବାହାରି ଯାଏ — The imaginary hole on the top of the skull through which the vital spark of Jogīs passes away