ବ୍ରହ୍ମ ଯୋନୀ Brahma j̄onī
- ସଂ. ବି — କୁରୁକ୍ଷେତ୍ରସ୍ଥ ତୀର୍ଥବିଶେଷ; ସରସ୍ୱତୀ ନଦୀର ତୀରରେ ପୃଥୂଦକ ନିକଟସ୍ଥ ତୀର୍ଥ — A place of Hindu pilgrimage in N.W. India
- ସଂ. ବି — [ଦ୍ର—ଏଠାରେ ବ୍ରହ୍ମା ବ୍ରାହ୍ମଣାଦି 4 ବର୍ଣ୍ଣର ସୃଷ୍ଟି କରିଥିଲେ।] — [ଦ୍ର—ଏଠାରେ ବ୍ରହ୍ମା ବ୍ରାହ୍ମଣାଦି4ବର୍ଣ୍ଣର ସୃଷ୍ଟି କରିଥିଲେ]