ବ୍ରହ୍ମ ଯୋନି Brahma j̄oni

  • ସଂ. ବି — ବ୍ରହ୍ମଗିରି; ଗୟାର ପର୍ବତବିଶେଷ — Name of a mountain in Gayā
  • ସଂ. ବି — [ଦ୍ର—ଏହା ହିନ୍ଦୁମାନଙ୍କ ତୀର୍ଥ]।
  • ସଂ. ବି — ବ୍ରହ୍ମପ୍ରାପ୍ତି ପାଇଁ ବ୍ରହ୍ମଙ୍କ ଧ୍ୟାନ (ହି. ଶ.) — Meditation on the Brahma