ବ୍ରହ୍ମ ଯଜ୍ଞ Brahma j̄ajn̄a
- ସଂ. ବି (ବ୍ରାହ୍ମଣର ନିତ୍ୟ କର୍ତ୍ତବ୍ୟ) ବିଧି ଅନୁସାରେ ବେଦାଧ୍ୟୟନ, ବେଦାଭ୍ୟାସ ଓ ବେଦା— ଧ୍ୟାପନ — The regular study and teaching of the Bedas enjoined on each Brāhmaṇa
- ସଂ. ବି (ବ୍ରାହ୍ମଣର ନିତ୍ୟ କର୍ତ୍ତବ୍ୟ) [ଦ୍ର—ଅନ୍ୟ ଦୁଇ ଯଜ୍ଞ ଯଥା—ନୃଯଜ୍ଞ ଓ ଦେବ ଯଜ୍ଞ।]