ବ୍ରହ୍ମ ଦୈତ୍ୟ Brahma da̲i̱tya

  • ସଂ. ବି — ବ୍ରହ୍ମରାକ୍ଷସ; ପ୍ରେତଯୋନି ପ୍ରାପ୍ତ ଅବିବାହିତ ବ୍ରାହ୍ମଣ — The ghost of Brāhmaṇa who died a bachelor
  • ସଂ. ବି — [ଦ୍ର—ଲୋକମାନଙ୍କର ବିଶ୍ୱାସ, ଯେ ନିମ୍ବ, ବେଲ, ବଟ, ଅଶ୍ୱତ୍ଥ ଏହି ଚାରି ଗଛରେ ବ୍ରହ୍ମଦୈତ୍ୟ ବାସ କରନ୍ତି। ଏଥିପାଇଁ ରାତିରେ ଓ ଉଦୁଉଦିଆ ଖରାବେଳେ ପିଲାଙ୍କୁ ଓ ସ୍ତ୍ରୀମାନଙ୍କୁ ଏ ଗଛମାନଙ୍କ ନିକଟକୁ ଯିବାକୁ ଲୋକେ ମନା କରନ୍ତି। ଏ ବ୍ରହ୍ମରାକ୍ଷସମାନେ ଗ୍ରାମର ଯୁବକ ଓ ଯୁବତୀ- ମାନଙ୍କଠାରେ ଆବିଷ୍ଟ ହେବା ଦେଖା ଯାଇଅଛି।]