ବ୍ରହ୍ମ ଦଣ୍ଡୀ Brahma daṇḍī

  • ସଂ. ବି — ଏକ ପ୍ରକାର କ୍ଷୁଦ୍ର ଗୁଳ୍ମ; ତୁଣ୍ଡପୋଡ଼ା — Name of a medicinal plant; Lamprachoinium Microcephalum
  • ସଂ. ବି — [ଦ୍ର—ବୈଦ୍ୟକ ମତରେ ଏହା ଗରମ, କଟୁ ଓ କଫ ଏବଂ ବାତନାଶକ—ହି. ଶ.]