ବ୍ରହ୍ମ ତେଜଃ Brahma tejaḥ

  • ସଂ. ବି — ପ୍ରକୃତ ବ୍ରାହ୍ମଣର ତେଜ; ବ୍ରହ୍ମଜ୍ଞାନ ଜନିତ ପ୍ରଭା — The spark emitted from the body of a true Brāhmaṇa
  • ସଂ. ବି — ବ୍ରାହ୍ମଣର ବ୍ରହ୍ମଜ୍ଞାନ ଓ ବେଦାଧ୍ୟୟନ ଜନିତ ତେଜ — The halo surrounding a Brāhmaṇa versed in spiritual lore