ବ୍ରହ୍ମ ତୀର୍ଥ Brahma tīrtha

  • ସଂ. ବି — ଆଜମୀରଠାରୁ ପ୍ରାୟ 4 ମାଇଲ ଦୂରବର୍ତ୍ତୀ ନର୍ମଦା ତଟବର୍ତ୍ତୀ ତୀର୍ଥ ବିଶେଷ; ପୁଷ୍କର ତୀର୍ଥ — ଆଜମୀରଠାରୁ ପ୍ରାୟ4ମାଇଲ ଦୂରବର୍ତ୍ତୀ ନର୍ମଦା ତଟବର୍ତ୍ତୀ ତୀର୍ଥ ବିଶେଷ; ପୁଷ୍କର ତୀର୍ଥ— . Name of a place of pilgrimage near Ajmere
  • ସଂ. ବି — ପୁଷ୍କର ମୂଳ; ଔଷଧ ବିଶେଷ — A medicinal root; the root of Alpotaxis Auriculata
  • ସଂ. ବି — ବୁଢ଼ା ଆଙ୍ଗୁଠିର ମୂଳ ଭାଗ — The root of the thumb
  • ସଂ. ବି — [ଦ୍ର—ଏହି ବାଟେ ଜଳ ତର୍ପଣ କଲେ ବ୍ରହ୍ମା ପାଆନ୍ତି।]