ବ୍ରହ୍ମ ତାଳ Brahma tāḻa

  • ସଂ. ବି — ବାଦ୍ୟର ତାଳ ବିଶେଷ — Name of a Hindu musical tune
  • ସଂ. ବି — [ଦ୍ର—ଏହି ତାଳର 14 ଟି ମାତ୍ରା। ଏଥିରେ 1 ଟି ଆଘାତ ଓ 4 ଟି ଖାଲି ତାଳ ରହେ।] — [ଦ୍ର—ଏହି ତାଳର14ଟି ମାତ୍ରା ଏଥିରେ1ଟି ଆଘାତ ଓ4ଟି ଖାଲି ତାଳ ରହେ]